ଓଡ଼ିଶା ଲୋକ ଦଳର ଏକ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ (ଇଣ୍ଡିଆ ଗେଟ୍) ସମ୍ମୁଖରେ MMDR Bill 2026 ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଯାଜପୁରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନ: ଯାଜପୁର ବର୍ଷ: ୨୦୨୬ ପରିବେଶ ସୁରକ୍ଷା ଓ ଏକ ସବୁଜ ଭବିଷ୍ୟତର ବାର୍ତ୍ତା ନେଇ ଓଡ଼ିଶା ଲୋକ ଦଳ ପକ୍ଷରୁ ଯାଜପୁରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମର କିଛି ଫଟୋ ଝଲକ। ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଏହି ଅଭିଯାନରେ ସାମିଲ ହୋଇ ଚାରା ରୋପଣ କରିଥିଲେ। “ଆଜି ଗୋଟିଏ ଚାରା, ଆସନ୍ତାକାଲି ଏକ ସବୁଜ ଭବିଷ୍ୟତ।” 🌱
MMDR ବିଲ୍ ପ୍ରତ୍ୟାହାର ଦାବିରେ ଓଡ଼ିଶା ଲୋକ ଦଳର ବିକ୍ଷୋଭ — ଭୁବନେଶ୍ୱର ତାରିଖ: ୨୦ ଅଗଷ୍ଟ ୨୦୨୬ ସ୍ଥାନ: ଭୁବନେଶ୍ୱର MMDR ବିଲ୍ର ପ୍ରତ୍ୟାହାର ଦାବିରେ ଓଡ଼ିଶା ଲୋକ ଦଳ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନର କିଛି ଫଟୋ ଝଲକ। ଏହି ବିକ୍ଷୋଭରେ ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ MMDR ବିଲ୍ର ପ୍ରତ୍ୟାହାର ସହ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦାବି ଉଠାଇଥିଲେ।
ଓଡ଼ିଶା ଲୋକ ଦଳ ଓ ଓଡ଼ିଶା ଛାତ୍ର ସଂଗଠନ ପକ୍ଷରୁ ଯାଜପୁର ଜିଲ୍ଲାର ଚତୁର୍ଥ ବନ୍ୟାରେ ଶୁଖିଲା ଖାଦ୍ୟ ବଣ୍ଟନ ସହିତ ବୃହତ୍ ସମସ୍ୟା ଉପରେ ଆଲୋଚନା କରିଲୁ।