+୯୧ ୮୩୩୮୯୯୮୮୬୦  |  odishaloka@gmail.com
02 ଅଗଷ୍ଟ 2026

ଓଡ଼ିଶା ଲୋକ ଦଳର ରାଜ୍ୟ ସ୍ତରୀୟ ସମ୍ମେଳନ ସଫଳ

ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଲୋକ ଦଳର ରାଜ୍ୟ ସ୍ତରୀୟ ସମ୍ମେଳନ ଅତ୍ୟନ୍ତ ସଫଳ ଭାବେ ସମ୍ପନ୍ନ ହୋଇଛି। ଏହି ସମ୍ମେଳନରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଦଳର ଆଗାମୀ କାର୍ଯ୍ୟଯୋଜନା ଏବଂ ରଣନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ସଭାପତି ସନ୍ତୋଷ ନାରାୟଣ ସମ୍ମେଳନରେ ଅଧ୍ୟକ୍ଷତା କରିଥିଲେ।
all_news_back

ଆସନ୍ତୁ, ଓଡ଼ିଶାର ବିକାଶ ପାଇଁ ଏକାଠି ହେବା

ଆମ ଦଳରେ ସାମିଲ ହୁଅନ୍ତୁ ଏବଂ ଓଡ଼ିଶାର ଉନ୍ନତି ପାଇଁ ଯୋଗଦାନ ଦିଅନ୍ତୁ

ସଦସ୍ୟ ହୁଅନ୍ତୁ