+୯୧ ୮୩୩୮୯୯୮୮୬୦  |  odishaloka@gmail.com
02 ଅଗଷ୍ଟ 2026

ଯୁବ ସଶକ୍ତିକରଣ ଶିବିର ଆୟୋଜନ

ଓଡ଼ିଶା ଲୋକ ଦଳର ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ ସଶକ୍ତିକରଣ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ। ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
all_news_back

ଆସନ୍ତୁ, ଓଡ଼ିଶାର ବିକାଶ ପାଇଁ ଏକାଠି ହେବା

ଆମ ଦଳରେ ସାମିଲ ହୁଅନ୍ତୁ ଏବଂ ଓଡ଼ିଶାର ଉନ୍ନତି ପାଇଁ ଯୋଗଦାନ ଦିଅନ୍ତୁ

ସଦସ୍ୟ ହୁଅନ୍ତୁ